କୁକ୍ଷିମ୍ଭରି

ଉଇକିଅଭିଧାନ‌ରୁ

ବିଶେଷଣ( ସଂସ୍କୃତ ) [୧][ସମ୍ପାଦନା]

  • କୁକ୍ଷିଂ= ଉଦରକୁ + ଭୃ ଧାତୁ= ପୋଷିବା + କର୍ତ୍ତୁ. ଇ
    • ପେଟୁ; ଯେ ଆପଣା ଉଦର ପୂରଣ କରେ
    • ଉଦରମ୍ଭରି; ଔଦରିକ ( Voracious;

ଆଧାର[ସମ୍ପାଦନା]

  1. ପୂର୍ଣ୍ଣଚନ୍ଦ୍ରଭାଷାକୋଷ, ପୃଷ୍ଠା- ୧୬୧୯