କୁଚିତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଚିତ
ଉଚ୍ଚାରଣ: Kuchita

ସଂ. ବିଣ (କୁଚ ଧାତୁ+କର୍ମ. ତ) —

୧: କୁଞ୍ଚିତ — ୧. Curled.

୨: ସଙ୍କୁଚିତ —୨. Contracted.

୩: କ୍ଷୁଦ୍ର; ଅଳ୍ପ —୩. Small; little.

ଗ୍ରା. ବିଣ (ସଂ. କୁତ୍ସିତ) —

କୁତ୍ସିତ —Ugly.