କୁଚୁଣ୍ଡା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଚୁଣ୍ଡା
ଉଚ୍ଚାରଣ: Kurchuṇḍā
চাঁগলা उठल्लु

ଗ୍ରା. ବିଣ. (ପିଲାଙ୍କ ପ୍ରତି ପ୍ରଯୁଜ୍ୟ) —

ଚଗଲା; ବଗୁଲିଆ; ଯେ କାମଦାମ ନ କରି ସର୍ବଦା ବୁଲେ —Wicked; wanton; restless (boy).