କୁତର୍ପୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁତର୍ପୀ
ଉଚ୍ଚାରଣ: Kutarpī
बन्दिश

ଗ୍ରା. ବିଣ. (ସଂ. କୁତର୍କୀ; କୁତନ୍ତ୍ରୀ) —

୧: ଷଡ଼ୟନ୍ତ୍ରକାରୀ — ୧. Conspiring to injure others.

୨: ପରର ଅନିଷ୍ଟ ବିଚାର କରୁଥିବା ବ୍ୟକ୍ତି — ୨. Hatching plots to injure others.