କୁହୁଡ଼ିପହଁରା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁହୁଡ଼ିପହଁରା
ଉଚ୍ଚାରଣ: Kuhuṟḍ̠ipahañrā
हबामे तएरना

ଦେ. ବି —

୧: କୁହୁଡ଼ିରେ ପହଁରିବା ପରି ଅସାଧ୍ୟ ଓ ଅସମ୍ଭବ କାର୍ୟ୍ୟରେ ଚେଷ୍ଟା — ୧. Trying to do a physically impossible thing (compared to trying to swim in the fog.

୨: ଅବାସ୍ତବ ବିଷୟ ସାଧାନ ପାଇଁ ଚେଷ୍ଟା — ୨. 'Wild goose-chase'

ଦେ. ବିଣ —

ଯେ ଅସାଧ୍ୟ ସାଧନ ପାଇଁ ଚେଷ୍ଟା କରେ — Engaged in a wild goose-chase; hoping to or aiming at accomplishing a physically impossibie thing.