କୃତତୀର୍ଥ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୃତତୀର୍ଥ
ଉଚ୍ଚାରଣ: Kṛutatīrtha

ସଂ. ବିଣ. ପୁଂ (ବହୁବ୍ରୀହି) —

୧: ଯେଉଁ ବ୍ୟ୍ୟକ୍ତି ତୀଥ ପର୍ୟ୍ୟଟନ କରିଅଛି —୧. Having visited holy places.

୨: ବ୍ୟବସାୟୀ ଗୁରୁଙ୍କ ନିକଟରେ ଶିକ୍ଷାପ୍ରାପ୍ତ (ଶିଷ୍ୟ) — ୨. (a student) Studying with a professional teacher.

ସଂ. ବି —

୧: ପଥପ୍ରଦର୍ଶକ —୧. A guide.

୨: ଉପଦେଶକ —An adviser (M.W.)