କୃତାନ୍ନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୃତାନ୍ନ
ଉଚ୍ଚାରଣ: Kṛutānna

ସଂ. ବି (କର୍ମଧା; କୃତ+ ଅନ୍ନ) —

୧: ପକ୍ବାନ୍ନ; ରନ୍ଧାଭାତ — ୧. Cooked food;boiled rice.

୨: ଜୀର୍ଣ୍ଣ ଖାଦ୍ୟ —୨. Digested food.

୩: ବିଷ୍ଠା —୩. Excrement.