କୃତେ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୃତେ
ଉଚ୍ଚାରଣ: Kṛute

ସଂ. ଅ —

ନିମନ୍ତେ — For; on account of.

ଦେ. ବି —

ଦ୍ବାରା; କର୍ତ୍ତୃକ — By; with.

ବିରସ ବୀରସତ୍ତମ କାଶଶର କୃତେ—ଭଞ୍ଜ. ବୈଦେହୀଶବିଳାସ