କେଁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେଁ
ଉଚ୍ଚାରଣ: Keñ
কেঁ केँ

ଦେ. (ଧନ୍ଯୁକରଣ) ଅ —

ଶଗଡ଼ ଚକର ମଝି ଗାତରେ ଅଖ ବୁଲିବାର ଶବ୍ଦ —Creaking sound produced by the axle revolving inside the central hole of the cart-wheel.