କେରଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେରଳ
ଉଚ୍ଚାରଣ: Keraḻa

ସଂ. ବି —

୧: ଭାରତର ଦକ୍ଷିଣ ପଶ୍ଚିମ ଉପକୂଳସ୍ଥ ମାଲବାର ପ୍ରଦେଶ —୧. The modern Malabar coast in the southwest of India.

୨: ୟାୟାବର ମ୍ଳେଛଜାତିବିଶେଷ; କେଳା — ୨. A tribe of wandering nomads.

୩: କ୍ଷତ୍ରିୟଜାତିବିଶେଷ —୩. A class of Kshatriyas.

୪: କେରଳ ଦେଶର ରାଜା — ୪. A king of the Keraḻa country.

୫: କେରଳ ଦେଶବାସୀ ବ୍ୟକ୍ତି — ୫. A man of the Keraḻa country.

୬: ଆକ୍ରୀଡ଼ ରାଜାଙ୍କ ପୁତ୍ର ବିଶେଷ (ଏହାଙ୍କ ନାମରୁ କେରଳ ଦେଶର ନାମକରଣ ହୋଇଅଛି —M.W.) ୬. Name of son of king Ākriṟḍ̠a.

ସଂ. ବିଣ —

ମାଲାବାର ଦେଶବାସୀ —Inhabiting the Keraḻa country or Malabar.