କେଳେଶୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେଳେଶୀ
ଉଚ୍ଚାରଣ: Keḻeṡī

ଗ୍ରା. ବିଣ. (ସଂ. କ୍ଳେଶୀ) —

କ୍ଳେସଭୋଗୀ; ଯେ କଷ୍ଟ ପାଉଥାଏ — Suffering; afflicted.

ଜଳ ନିନ୍ଦା କଲେ ସଦା ହୁଅଇ କେଳେଶୀ—ମାର୍କଣ୍ଡେୟପୁରାଣ