କୋଡ଼ାକୋଡ଼ି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଡ଼ାକୋଡ଼ି
ଉଚ୍ଚାରଣ: Koṟḍ̠ākoṟḍ̠i

ଦେ. ଅ —

୧: ଅନ୍ଯୋଽନ୍ୟରେ ମାଡ଼ମରାମରି; ପିଟାପିଟି; ଛେଚାଛେଚି —୧. Mutual assault; affray; striking one another.

ପୁଣି ଧରନ୍ତି ପୁଣ ଛାଡ଼ି, ହୁଅନ୍ତି ମୁଣ୍ଡ କୋଡ଼ କୋଡ଼ି ଜଗନ୍ନାଥ. ଭାଗବତ

୨: କୋଡ଼ିରେ ଉତ୍ତମରୂପେ ଲେଉଟପାଉଟ କରି ମାଟି ଖୋଳିବା କର୍ମ —୨. Thoroughly turning up earth with a spade.