କୋତପେଟିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋତପେଟିଆ
ଉଚ୍ଚାରଣ: Kotapeṭiā

କୋତପେଟୀ, କୋତପେଟେଈସ୍ତ୍ରୀ

ଗ୍ରା. ବିଣ. ପୁଂ. (ପୁରୁଷଙ୍କୁ ଦିଆଯିବା ଗାଳିବିଶେଷ) —

ବଡ଼ପେଟୁଆ; ୟାହାର ପେଟ କୋତ ପରି ବଡ଼ —(a term of abuse applied to males) larrge-bellied.