କୋଦମା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଦମା
ଉଚ୍ଚାରଣ: Kodamā
(କୋଦମୀ—ସ୍ତ୍ରୀ)

ଗ୍ରା. ବିଣ. ପୁଂ. [ସଂ. କୁଦ୍ଦାଳ; କୋଡ଼ି ପରି ଚଉଡ଼ା ଥିବାରୁ?] —

୧: ସ୍ଥୂଳକାୟ; ମୋଟା — ୧. Fat-bodied.

୨: ପେଟୁଆ; ଥାକୁଲା —୨. Pot-bellied.