କୋରଧୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋରଧୀ
ଉଚ୍ଚାରଣ: Koradhi

ଗ୍ରା. ବିଣ. (ସଂ. କ୍ରୋଧୀ) —

କ୍ରୋଧୀ; କୋପନ ସ୍ବାଭାବ — Of fiery temper.