କୋଷପେଟକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଷପେଟକ
ଉଚ୍ଚାରଣ: Koshapeṭaka

ସଂ. ବି (ଅଭେଦେ ୬: ଷ୍ଠୀ ତତ୍; କୋଷ+ପେଟକ) —

ଧନ ରଖାଯିବାର ସିନ୍ଦୁକ ବା ପେଡ଼ି — Coffer; treasure-chest.