କୋଷ୍ଠି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଷ୍ଠି
ଉଚ୍ଚାରଣ: Koshṭhi

ଦେ .ବି. —

(ସଂ. କୁଷ୍ଠ)—୧: କୁଷ୍ଠରୋଗ — ୧. Leprosy.

ସାତାର ଶାଦରା ମୋ ବରଣେ ହୋଏ କୋଷ୍ଠ ମହାଦେବ. ମାର୍କଣ୍ଡେୟପୁରାଣ

ଗ୍ରା. ବି (ସଂ. କୋଷ୍ଠୀ) —

କୋଷ୍ଠା (ଦେଖ) Koshṭhā (See)

ଗ୍ରା. ବିଣ. (ସଂ. କୁଷ୍ଠୀ) —

କୋଢ଼ି; କୁଷ୍ଠରୋଗାକ୍ରାନ୍ତ (ବ୍ୟକ୍ତି) Leprous.