କୋଷ୍ଠିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଷ୍ଠିଆ
ଉଚ୍ଚାରଣ: Koshṭhiā

ପ୍ରାଦେ. (ସମ୍ବଲପୁର) ବି —

କୋଷ୍ଠା (ଦେଖ) — Kosṭā (See)

ଗ୍ରା. ବିଣ (ସଂ. କୋଷ୍ଠୀ) —

କୁଷ୍ଠରୋଗାକ୍ରାନ୍ତ (ବ୍ୟକ୍ତି) Leprous.