କୋଷ୍ଠୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଷ୍ଠୀ
ଉଚ୍ଚାରଣ: Koshṭhī

ସଂ. ବି. (କୋଷ୍ଠୀ+ସ୍ତ୍ରୀ. ଈ) —

୧: ପଶାପାଲି — ୧. Dice-board.

୨: କୋଷ୍ଠା (ଦେଖ) Koshṭhā (See)

ତାହା ଦେଖି ରଣକେ ପାଞ୍ଚିକି ଚାହିଁଲେ କେଷ୍ଠୀ(୧: ) କାଟିଣ ଗ୍ରହ ଲକ୍ଷଣ ବୁଝିଲେ କୃଷ୍ଣସିଂହ. ମହାଭାରତ. ଆଦି

ଗ୍ରା. ବିଣ. (ସଂ. କୁଷ୍ଠୀ) —

କୁଷ୍ଣରୋଗାଗ୍ରସ୍ତ; କୋଢ଼ିଆ — Leprouse; attacked with leprosy.