କୋହରା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋହରା
ଉଚ୍ଚାରଣ: Koharā

ଗ୍ରା. ବିଣ. ପୁଂ. (ସଂ କ୍ରୋଧ; ତୁଳ; ହି. କୁହନ=ଈର୍ଷା— କଲାବାଲା) —

୧: କ୍ରୋଧନ୍ବଭାବ — ୧. Of an angry nature.

୨: ଅସନ୍ତୁଷ୍ଟ ପ୍ରକୃତିକ — ୨. Of a discontented nature.

୩: ସେ କୋହରେଇ ହୋଇ କାନ୍ଦେ —୩. Wailing.

ଗ୍ରା. ବି —

କେହରେଇହୋଇ କାନ୍ଦିବା; ବିଳାପ; କାନ୍ଦ— ବୋବାଳି —Bewailing; loud lamentation.