କୌଶଲ୍ଯା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୌଶଲ୍ୟା
ଉଚ୍ଚାରଣ: K&aline;&uline;ṡalyā

ସଂ. ବି. ସ୍ତ୍ରୀ. (କୋଶଳ+ୟ+ସ୍ତ୍ରୀ. ଆ) —

୧: କୋଶଳ ନରପତିଙ୍କ କନ୍ୟା; ଦଶରଥଙ୍କ ଜ୍ଯେଷ୍ଠା ପତ୍ନୀ ଓ ଶ୍ରୀରାମଙ୍କର ମାତା — ୧. Ṡrī Rāma's mother.

୨: ପୁରୁଙ୍କ ସ୍ରୀ ଓ ଜନମେଜୟଙ୍କ ମାତା — ୨. The mother of janamejaya.

୩: ଧୃତରାଷ୍ଟ୍ରଙ୍କ ମାତା — ୩. The mother of Dhṛutarāshtra.

୪: ପଣ୍ଡୁଙ୍କ ମାତା — ୪. The mother of Paṇḍu.