କ୍ରିଯାବାଚକ ବିଶେଷଣ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ରିୟାବାଚକ ବିଶେଷଣ
ଉଚ୍ଚାରଣ: Kriyābāchaka biṡeshaṇa

ସଂ. ବି. —

(ବ୍ୟାକରଣ) ଯେଉଁ ବିଶେଷଣ— ପଦଦ୍ବାରା କୌଣସି କ୍ରିୟାର ଅର୍ଥ ସୂଚିତ ହୁଏ ଏବଂ ୟାହା ସଙ୍ଗେ 'ହେବା' ଅର୍ଥ— ବୋଧକ କ୍ରିୟା ପ୍ରଯୁକ୍ତ ହୋଇ କ୍ରିୟା ସୃଷ୍ଟି ହୁଏ (ଯଥା— ପୂଜିତ, ଅନୁଗତ, ନୀୟମାନ) —Verbal adjective, (e.g. worshipped, devoted, taken etc).