କ୍ଳିଷ୍ଟତା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଳିଷ୍ଟତା
ଉଚ୍ଚାରଣ: Kḻishṭatā

ସଂ. ବି (କ୍ଳିଷ୍ଟ+ଭାବ. ତା) —

ଦୁର୍ବୋଧ୍ୟତା — The state of being difficult to understand.