କ୍ଳେଶକର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଳେଶକର
ଉଚ୍ଚାରଣ: Kḻeṡakara

ସଂ. ବିଣ. (କ୍ଳେଶ+କୃ ଧାତୁ+କର୍ତ୍ତୃ. ଅ) —

ପୀଡ଼ାଦାୟକ; ୟାହା ପୀଡ଼ା ଦିଏ — Afflicting; giving pain.

ଦେ. ବିଣ —

୧: ଦୁର୍ବୋଧ୍ୟ; ବୁଝିବାକୁ କଷ୍ଟକର — ୧. Incomprehensible; difficult to understand.