ଖକାମିନୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖକାମିନୀ
ଉଚ୍ଚାରଣ: Khakāminī

ସଂ. ବି. (ଖ+କାମ ଧାତୁ+ଇନ୍+ଈ) —

୧: ମାଈ ଶଙ୍ଖଚିଲ —୧. The female of the Faleo Cheela bird. (M.W.)

୨: ଦୁର୍ଗା —୨. Goddess Durgā (M.W.)