ଖଙ୍କା କରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଙ୍କା କରିବା (ପେଟକୁ) —
ଉଚ୍ଚାରଣ: Khaṅka karibā
খাঁকাকরা खळाना

ଦେ. କ୍ରି. —

୧: ପେଟକୁ ଖାଙ୍କିବା; (ପେଟକୁ) ଖାଳୁଆ କରିବା; ସଙ୍କୁଚିତ କରିବା — ୧. To draw the belly inside so as it looks like a hollow.

୨: ଖାଲି କରିଦେବା —୨. To empty.