ଖଞ୍ଜନାକ୍ଷୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଞ୍ଜନାକ୍ଷୀ
ଉଚ୍ଚାରଣ: Khan̄janākshī

ଦେ. ବିଣ. ସ୍ତ୍ରୀ (ବହୁବ୍ରୀହି; ଖଞ୍ଜନ+ଅକ୍ଷି+ସ୍ତ୍ରୀ. ଈ) —

ଖଞ୍ଜନନୟନୀ (ଦେଖ) Khan̄jananayanī(See)

ଖେଳା ଭୋଳା ଖଞ୍ଜନାକ୍ଷୀ ସାହାସ ବଲୁରେ କବିସୂର୍ଯ୍ୟ.କିଶୋରୀଚମ୍ପୁ.ଖ ଗୀତ