ଖଟମଲ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଟମଲ୍
ଉଚ୍ଚାରଣ: Khaṭamal
ছাটপোকা खटमल

ଦେ. ବି. (ସଂ. ଖଟ୍ବା+ମଳ) —

ଛାର ପୋକ; ଓଡ଼ିଶ — Bed bug.

[ଦ୍ର—ଏକଜାତୀୟ ଚେପ୍ଟା ଲାଗେ ପୋକ ଏମାନେ ଖଟ, ଚଉକୀ, ମଶାରୀ, ଶେୟ ବା ତକିଆ ଆଦିର ସନ୍ଧରେ ରହି ମନୁଷ୍ୟ ଦେହରୁ ରକ୍ତ ଶୋଷଣ କରି ବଞ୍ଚନ୍ତି ମାରବାଡ଼ୀ ଓ ଜୈନମାନେ ଜୀବେ ଦୟା ଦେଖାଇବା ପାଇଁ ଖଟମଲ୍ପୂର୍ଣ୍ଣ ଖଟରେ ଧନହୀନ ଲୋକଙ୍କୁ ପଇସା ଦେଇ ଶୁଅନ୍ତି ଅର୍ଥବିନିମୟରେ ଦରିଦ୍ର ନରର ରକ୍ତରେ ଏହି ନୀଚ ଜୀବମାନଙ୍କୁ ତୃପ୍ତ କରାଇଲେ ଧର୍ମ ଲାଭ ହୁଏ ବୋଲି ଜୈନ ଓ ମାରବାଡ଼ୀମାନଙ୍କର ଧାରଣା]