ଖଣ୍ଡଣି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଣ୍ଡଣି
ଉଚ୍ଚାରଣ: Khaṇḍaṇi

ଗ୍ରା. (ପଦ୍ୟ) ବି (ସଂ. ଖଣ୍ଡନ) —

ଖଣ୍ଡନ (ଦେଖ) Khaṇḍana (See)

ଗ୍ରା. ବିଣ —

ଖଣ୍ଡନକାରିଣୀ —Destroying.

ଅଭିଷ୍ଟ ଆପଦ ଆଦି ଦୁଷ୍କୃତି ଖଣ୍ଡଣି, ପର ଦୁଃଖେ କାତର ଗୋଚଣ୍ଡୀ ଗୋସାମଣି ସାରଳା ମହାଭାରତ