ଖଣ୍ଡିଆ

ଉଇକିଅଭିଧାନ‌ରୁ

ଓଡ଼ିଆ[ସମ୍ପାଦନା]

ବିଶେଷଣ

ଉଦାହରଣ: କାମଟା ଖଣ୍ଡିଆ କରି କାନତରାଟି ବାବୁ ଏ ମୂଲକ ଛାଡ଼ି ପଳାଇଲେ ।

ପ୍ରତିଶବ୍ଦ[ସମ୍ପାଦନା]

  1. ଅଧାଗଢ଼ା
  2. ଅପୂର୍ଣ୍ଣ
  3. ଅଧାପନ୍ତରିଆ

ଉଚ୍ଚାରଣ[ସମ୍ପାଦନା]

$1

  • (file)