ଖାତୁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାତୁ
ଉଚ୍ଚାରଣ: Khātu

ପ୍ରାଦେ. (ସମ୍ବଲପୁର) ବି —

୧: ଠାଣି; ଢ଼ଙ୍ଗ — ୧. Mien; bearing.

୨: ଅଭିମାନ —୨. Sullenness; sulks.

୩: ଆତ୍ମାଶ୍ଳାଘା —୩. Self-praise.

ପ୍ରାଦେ. (ଲରିଆ) ବି. —

ଖତ —Manure.