ଖିନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖିନ
ଉଚ୍ଚାରଣ: Khina

ଗ୍ରା. ବିଣ. (ସଂ. କ୍ଷୀଣ) —

୧: କ୍ଷୀଣ; କୃଶ — ୧. Weak; emaciated.

୨: (ସଂ. ଖିନ୍ନ)—ଖିନ୍ନ (ଦେଖ) ୨. Khinna (See)