ଖୁଦର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁଦର
ଉଚ୍ଚାରଣ: Khudara
খুদিয়া खुदरा

ପ୍ରାଦେ. (ଗଡ଼ଜାତ ଓ ଗଞ୍ଜାମ) ବି. (ସଂ. କ୍ଷୁଦ୍ରମୃଗ) —

ଶାଶା; ଠେକୁଆ —Hare.

ଦେ. ବି —

କ୍ଷୁଦ୍ର ମୃଗବିଶେଷ —A small deer.

ଗ୍ରା. ବିଣ—(ସଂ. କ୍ଷୁଦ୍ର; ତୁଳ—ଫା. ଖୁର୍ଦ) —

ଅତି ଛୋଟ — Tiny; very small.