ଖୁଦରିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁଦରିଆ
ଉଚ୍ଚାରଣ: Khudariā
খুদিয়া खुदरा

ଗ୍ରା. ବିଣ (ସଂ. କ୍ଷୁଦ୍ର) —

ଅତି ଛୋଟ — Very small; tiny.