ଖୁଦ୍ର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁଦ୍ର
ଉଚ୍ଚାରଣ: Khudra

ଗ୍ରା. ବିଣ (ସଂ. କ୍ଷୁଦ୍ର) —

ଅତି ଛୋଟ — Tiny; very small.

ଦେ. ବି —

କ୍ଷୁଦ୍ର ମୃଗବିଶେଷ —A species of small deer.