ଖୁମାଣି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁମାଣି
ଉଚ୍ଚାରଣ: Khumāṇi

ଗ୍ରା. ବିଣ. ପୁଂ —

ଯେଉଁ ପୁରୁଷ ସାମାନ୍ୟ କଥାରେ ରୁଷିକରି ଗାରୁଗାରୁ ହୁଏ; ଅଭିମାନୀ — Prone to grudge at petty things; (male) of a grumbling nature.

ଗ୍ରା. ବି —

ଖୁମାଣ (ଦେଖ) Khumāṇi (See)