ଖୁମୁଳୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁମୁଳୀ
ଉଚ୍ଚାରଣ: Khumuḻī

ଗ୍ରା. ବିଣ. ସ୍ତ୍ରୀ. (ଝିଅମାନଙ୍କ ପ୍ରତିମାଆମାନଙ୍କର ଗାଳି) —

୧: ଅଢଙ୍ଗିଆ; ଅବାଗିଆ —୧. Unsystematic.

୨: ଅମାନିଆଁ —୨. Disobedient.