ଖେଣ୍ଟଖେଣ୍ଟିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖେଣ୍ଟଖେଣ୍ଟିଆ
ଉଚ୍ଚାରଣ: Kheṇṭ kheṇṭiā
(ଖେଣ୍ଟଖେଣ୍ଟେଈ—ସ୍ତ୍ରୀ)

ଗ୍ରା. ବିଣ. ପୁଂ. —

୧: ଚିଡ଼ଲ; ୟାହାର ଚିଡ଼ା ସ୍ବଭାବ — ୧. Surly; growling.

୨: ଖଚୁଆ —୨. Back-biting.