ଖେମ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖେମ
ଉଚ୍ଚାରଣ: Khema

ଗ୍ରା. ବିଣ. (ସଂ. କ୍ଷମର ଅଶୁଦ୍ଧ ଉଚ୍ଚାରଣ) —

କ୍ଷମ (ଦେଖ) kshama (See)

ସେ ଭିତରେ ପଶିବାକୁ କେହି ନାହିଁ ଖେମ ପ୍ରାଚୀ. ବ୍ରହ୍ମନିରୂପଣଗୀତା