ଖୋଜା ପଡିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୋଜା ପଡିବା
ଉଚ୍ଚାରଣ: Khajā paṟḍ̠ibā
খোজাপডা खोजाहाना

ଦେ. ବି. —

କୌଣସି ପଦାର୍ଥ ବା ବ୍ୟକ୍ତିକୁ ପାଇବା ନିମନ୍ତେ ତୀବ୍ର ଅନୁସନ୍ଧାନ ଲାଗିବା — Searching enquiry after a particular thing or animal; persevering and eager searching after something.