ଖୋଲା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୋଲା
ଉଚ୍ଚାରଣ: Kholā
খুলা खुला

ବୈଦେ. ବିଣ. (ଆ; ଖୁଲା) —

୧: ଅନାବୃତ —୧. Open; bare.

୨: ଉନ୍ମୁକ୍ତ —୨. Uncovered.

୩: ବନ୍ଧନରୁ ମୁକ୍ତ —୩. Unloosed; freed.

୪: ସହଜ —୪. Easy.

୫: ଯେ ଅପ୍ରିୟ ସତ୍ୟ କହି ପକାଏ — ୫. Plain-spoken.

୬: ସରଳ; ଅକପଟ —୬. Sincere.

୭: ଅବରୋଧରହିତ —୭. Unobstructed.

୮: ସ୍ପଷ୍ଟ; ପ୍ରକଟିତ; ପ୍ରାକାଶିତ — ୮. Not concealed or hidden; open to the view.

খোলা

ଦେ. ବି—(ସଂ. ଖୋଳକ) —

୧: ମାଟିର ସାନ କୁଡ଼ୁଆ — ୧. Small earthen pot.

୨: କୋଲା; ଲେମ୍ବୁ ଆଦି ଫଳର ଚିରୁଡ଼ା — ୨. A pod or seed-vessel of oranges etc.

୩: ଖୋଲ (ଦେଖ) ୩. Khola (See)

୪: ଗୁଡ଼ିଏ ତାଳସଜ ରଖିବା ବା ବହୁ ଦୂରକୁ ନେବା ପାଇଁ ତାଳପତ୍ର ମୃଦଙ୍ଗାକାର ମୁଣି — ୪. An improvised basket prepared by tying the ends of the fan-shaped palm-leaf with a wallet.