ଗଙ୍ଗାମୃତ୍ତିକା

ଉଇକିଅଭିଧାନ‌ରୁ

ଗଙ୍ଗାମୃତ୍ତିକା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଗଙ୍ଗା+ମୃତ୍ତିକା)[ସମ୍ପାଦନା]

ଗଙ୍ଗାନଦୀ-ଗର୍ଭର ମାଟି — A bit of earth from the bed of the Ganges (deemed very sacred).

[ଦ୍ରଷ୍ଟବ୍ୟ —ଏହାକୁ ପବିତ୍ର ଜ୍ଞାନ କରି ହିନ୍ଦୁମାନେ ତିଳକରୂପେ କପାଳରେ ଲଗାନ୍ତି]