ଗଜକଚ୍ଛପଯୁଦ୍ଧ

ଉଇକିଅଭିଧାନ‌ରୁ

ଗଜକଚ୍ଛପଯୁଦ୍ଧ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ବିଶେଷ୍ୟ -[ସମ୍ପାଦନା]

୧. ମହାଭାରତ ବର୍ଣ୍ଣିତ ହାତୀ ଓ କଇଁଛ ମଧ୍ୟରେ ଯୁଦ୍ଧ (ଏହାଙ୍କୁ ଗରୁଡ଼ ନେଇ ଭକ୍ଷଣ କରିଥିଲା) —୧. The fight between the elephants and the tortoise described in the Mahābhārata.
୨. (ଲକ୍ଷଣାର୍ଥ) ଦୁଇ ସ୍ଥୁଳକାୟ ବ୍ୟକ୍ତିଙ୍କ ମଧ୍ୟରେ ମଲ୍ଲଯୁଦ୍ଧ — ୨. Fight between two stout and hardy persons.