ଗଜନୀ

ଉଇକିଅଭିଧାନ‌ରୁ

ଗଜନୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶଜ - ବିଶେଷ୍ୟ - (ଫରାସୀ - ନାମ)[ସମ୍ପାଦନା]

ଆଫଗାନୀସ୍ଥାନର ପ୍ରାଚୀନ ନଗର ବିଶେଷ — Name of an ancient town of Afganistan.

[ ଦ୍ର—ଏହି ସ୍ଥାନର ଅଧିବାସୀ ମାହମୁଦ୍ ନାମକ ଜଣେ ପଠାଣ— ରାଜା ଭାରତକୁ ୧୭: ଥର ଆକ୍ରମଣ କରି ଭାରତରୁ ବହୁ ଧନ ଲୁଣ୍ଠନ କରିନେଇଥିଲେ ]