ଗଜଲ୍

ଉଇକିଅଭିଧାନ‌ରୁ

ଗଜଲ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶଜ - ବିଶେଷ୍ୟ - (ଫା)[ସମ୍ପାଦନା]

ଫାର୍ସୀ ଓ ଉର୍ଦ୍ଦୁଭାଷାରେ ରଚିତ ପ୍ରଣୟ—ବର୍ଣ୍ଣନାତ୍ମକ କବିତା; ପ୍ରେମସଙ୍ଗୀତ — Persian and Urdu love-song or Love-lyric.

[ ଦ୍ର—ଗଜଲ ସଙ୍ଗୀତରେ ଶୃଙ୍ଖଳାବଦ୍ଧ କଥାର ବର୍ଣ୍ଣନା ନ ଥାଏ ପ୍ରେମିକ ବା ପ୍ରେମିକାର ସାମୟିକ ମନୋଭାବ ଏ ସଙ୍ଗୀତରେ ପ୍ରକଟିତ ହୋଇଥାଏ ଏଥିର କୌଣସି ନିର୍ଦ୍ଦିଷ୍ଟ ଛାନ୍ଦ ନାହିଁ— ହିନ୍ଦୀ - ଶବ୍ଦସାଗର ]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗର୍ଜ)[ସମ୍ପାଦନା]

୪ଟା,୮ଟା ଓ ୧୨: ଟା ସମୟରେ ପିଟା ଘଣ୍ଟାରେ ଯଥାକ୍ରମେ ୪, ୮ ଓ ୧୨: ଥର ବାଡେଇବା ପରେ କିଛି ସମୟ ରହି ଯେଉଁ ଏକାଧିକ ବାର ଠଣ୍ ଠଣ୍ ଶବ୍ଦ କରି ପଟାଯାଏ — The small strokes given at the end when a gong is struck ୪, ୮ and ୧୨ times to indicate the hours ୪, ୮ and ୧୨ o'clock respectively.