ଗଜା ବଉଦ

ଉଇକିଅଭିଧାନ‌ରୁ

ଗଜା ବଉଦ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ନୂଆ ଉଇଁଥିବା ମେଘ; ମେଘାଙ୍କର; ବର୍ଷାସୂଚକ ଦିଗନ୍ତବିସ୍ତୃତ ବୃକ୍ଷାକାର ନୀଳ ମେଘ —Newly risen black extensive clouds indicating impending showers.

ଗଜା ବଉଦର ଭ୍ରମ ଚିତ୍ତେ ଉପୁଜଇ—ରାଧାନାଥ. ମହାଯାତ୍ରା