ଗଜି
ଗଜି
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷ୍ୟ -[ସମ୍ପାଦନା]
- ୧. କ୍ଷୁଦ୍ର କେଶ—କୀଟ; ଅତି ଛୋଟ ଉକୁଣୀ — ୧. Small louse.
[ ଦ୍ର—ଉକୁଣି ଡିମ୍ୱଙ୍କୁ ନିଖ, ନିଖରୁ ଫୁଟିବା ଛୋଟ ଉକୁଣିଙ୍କୁ ଗଜି ଓ ବଡ ଉକୁଣିଙ୍କୁ ଡିଙ୍ଗା କହନ୍ତି ]
- ୨. ଗଜେନ୍ଦ୍ର ନାମକ ବ୍ୟକ୍ତିର ଡାକ ନାମ — ୨. Name for calling 'Gajendra'.
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷଣ - (ଅନ୍ୟ ସଂଖ୍ୟାବାଚକ ଶଦ୍ଦ ସଙ୍ଗେ ଯୁକ୍ତ, ଯଥା —ପାଞ୍ଚଗଜି, ତିନିଗଜି)[ସମ୍ପାଦନା]
ଏତେ ଗଜ ପରିମିତ — Measuring so many yards.