ଗଜୁରିବା
ଗଜୁରିବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ଗଜୁରିବା
|
ଦେଶଜ - କ୍ରି. (ତୁଳ ସଂସ୍କୃତ - ଅଗ୍ରଜ)[ସମ୍ପାଦନା]
- ୧. ଅଙ୍କୂରିତ ହେବା; ଗଜରିବା — ୧. To sprout forth; to germinate.
ପ୍ରେମ ମଞ୍ଜରା କି ଗଜୁରି ଆସୁଛି ଚକୋରମିଥୁନ ହିତରେ ନୀଳମଣି. ଚିତାତରଙ୍ଗିଣୀ
- ୨. (କେଶ ଆଦି) ନୂଆ ଉଠିବା — ୨. To come out fresh (said of the hair).