ଗଣଗଣିଆଁ
ଗଣଗଣିଆଁ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଗଣଗଣୀ, ଗଣଗଣେଈସ୍ତ୍ରୀ
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ଗଣଗଣିଆଁ
|
ଦେଶଜ - ବିଶେଷଣ - ପୁଲିଙ୍ଗ -[ସମ୍ପାଦନା]
- ୧. ଯେ ଗଣଗଣ କରି କଥା କହେ; ଅସ୍ପଷ୍ଟ ଅନୁନାସିକ ବାକ୍ୟ ଉଚ୍ଚାରଣକାରୀ — ୧. One who utters or buzzing sound while talking.
- ୨. ଚିଡ଼ଲ, ଗାଉଁଗାଉଁଆ — ୨. Growling or grumbling (person).
ଦେଶଜ - ବିଶେଷ୍ୟ -[ସମ୍ପାଦନା]
ଏକପ୍ରକାର ବଡ ମାଛି — A kind of buzzing flea; the the blue- bottle.
[ ଦ୍ର— ଏମାନେ ଖାଦ୍ୟ ଦ୍ରବ୍ୟରେ ବସନ୍ତି ଏ ସାଧାରଣ ମାଛି ଅପେକ୍ଷା ଆକାରରେ ବଡ ଓ ପୃଥୁଳ ଏମାନଙ୍କ ବର୍ଣ୍ଣ ନୀଳ ଏମାନେ ମଳାଦିରେ ବସି ମଳିରୁ ଦୂଷିତ କୀଟାଣୁ ଆଣି ଖାଦ୍ୟ ଦ୍ରବ୍ୟରେ ସଂକ୍ରାମିତ କରନ୍ତି ଓ ଉକ୍ତ ଦୂଷିତ ଖାଦ୍ୟ ଦ୍ରବ୍ୟ ଯୋଗୁଁ ଅନେକ ସଂକ୍ରାମକ ବ୍ୟାଧି (ଓଲାଉଠା ଆଦି)ର କୀଟାଣୁ ଏକସ୍ଥାନରୁ ଅନ୍ୟ ସ୍ଥାରକୁ ଯାଅନ୍ତି ଓ ରୋଗ ସୃଷ୍ଟି କରନ୍ତି ]