ଗଣାନ୍ନ

ଉଇକିଅଭିଧାନ‌ରୁ

ଗଣାନ୍ନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ମ. ପ. ଲୋ. ଗଣର ଅଧିକାରଭୁକ୍ତ ଅନ୍ନ; ଗଣ+ ଅନ୍ନ)[ସମ୍ପାଦନା]

୧. ବହୁସ୍ୱାମିକ ଅନ୍ନ; ଅନେକ ପ୍ରଭୁଙ୍କ ହାତର ଦାନା —୧. Food dispensed by many masters.
୨. ଅନେକ ପ୍ରଭୁଙ୍କ ଅଧୀନରେ ଚାକିରୀ — ୨. Service under joint masters.
୩. ସାଧାରଣଙ୍କ ନିମନ୍ତେ ପ୍ରସ୍ତୁତ ଖାଦ୍ୟ —୩. Food intended for distribution amongst the public.
୪. ବହୁଲୋକଙ୍କ ପାଇଁ ଏକ ରୋଷେଇରେ ପ୍ରସ୍ତୁତ ଖାଦ୍ୟ — ୪. Food prepared together for many; a mess.